
୦୩/୦୯/୨୧ (ଜିଲ୍ଲା ଖବର) : ପୁଣି ପଦକ ଜିତିଲେ ଅବନି ଲେଖରା । ପୂର୍ବରୁ 10 ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ଜିତିଥିବାବେଳେ ଏବେ ଆଉ ଏକ ପଦକ ଜିତିଛନ୍ତି ସେ । 50 ମିଟଚର ରାଇଫଲ ପ୍ରତିଯୋଗିତାରେ ସେ ବ୍ରୋଞ୍ଚ ପଦକ ଜିତି ଦେଶ ପାଇଁ ଆଣିଛନ୍ତି ଗୌରବ । ଏବାକୁ ମିଶାଇ ଭାରତର ପଦକ ସଂଖ୍ୟା 12 କୁ ବୃଦ୍ଧି ପାଇଛି ।



