Thursday, November 12, 2026
Home ଆଞ୍ଚଳିକ ବିଧାନସଭା ସାଢେ ୧୧ଟା ଯାଏଁ ମୁଲତବୀ

ବିଧାନସଭା ସାଢେ ୧୧ଟା ଯାଏଁ ମୁଲତବୀ

8

ଭୁବନେଶ୍ଵର, ୦୨/୦୯/୨୧ (ଜିଲ୍ଲା ଖବର) : ବିଧାନସଭା ସାଢେ ୧୧ଟା ଯାଏଁ ମୁଲତବୀ ରହିବ। ଆଜି ଆରମ୍ଭରୁ ହଟ୍ଟଗୋଳ ଲାଗି ରହିଥିଲା। 

ମଣ୍ଡି ସମସ୍ୟା ପରେ ଏବେ ବିଧାନସଭାରେ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି ମରୁଡ଼ି ସ୍ଥିତି। କୃଷିମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିରୋଧୀ ସନ୍ତୁଷ୍ଟ ନାହାନ୍ତି । ତେବେ ଗତକାଲି ବିଧାନସଭାରେ ଗତକାଲି ୭ଟି ବିଲ ଉପସ୍ଥାପିତ ହୋଇଥିଲା।