Monday, October 19, 2026
Home ଅପରାଧ ଭିନ୍ନକ୍ଷମ ଯୁବକଙ୍କ ମୃତଦେହ ଉଦ୍ଧାର

ଭିନ୍ନକ୍ଷମ ଯୁବକଙ୍କ ମୃତଦେହ ଉଦ୍ଧାର

9

ସମ୍ବଲପୁର,୦୨/୦୯/୨୧ (ଜିଲ୍ଲା ଖବର)  : ୪୦ ଫୁଟର ଗଭୀର କୂଅରୁ ଅଜଣା ଭିନ୍ନକ୍ଷମ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ସମ୍ବଲପୁର କ୍ଷେତରାଜପୁର ଏଫସିଆଇ ବିଲ୍ଡିଙ୍ଗ କୂଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ସମ୍ବଲପୁର ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।