Sunday, October 11, 2026
Home ଅପରାଧ ବିଜୁ ପଟ୍ଟନାୟକ କଲେଜ ନିକଟରୁ ମୃତଦେହ ଉଦ୍ଧାର

ବିଜୁ ପଟ୍ଟନାୟକ କଲେଜ ନିକଟରୁ ମୃତଦେହ ଉଦ୍ଧାର

7

ଭୁବନେଶ୍ଵର, ୦୨/୦୯/୨୧ (ଜିଲ୍ଲା ଖବର) : ରାଜଧାନୀରୁ ମୃତଦେହ ଉଦ୍ଧାର। ବିଜୁ ପଟ୍ଟନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ପିସିଆର ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ ରହିଛି।