
୦୨/୦୯/୨୧ (ଜିଲ୍ଲା ଖବର) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୧୦୮ ଜଣଙ୍କ ବୟସ ୦-୧୮ ବର୍ଷ ।
୩୧୬ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନରୁ ୪୩୮ ଜଣ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ମୋଟ ପଜିଟିଭ୍ ୧୦,୦୯,୨୨୩ ଚିହ୍ନଟ ହୋଇଛନ୍ତି।
ଗତ ୨୪ ଘଣ୍ଟାରେ ମୋଟ ୬୬୬ ଜଣ ସୁସ୍ଥ ହୋଇଥିବା ବେଲେ ମୋଟ ୯,୯୩,୯୦୧ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭୨୪୧ ଆକ୍ଟିଭ କେସ୍ ରହିଛି ।


