Tuesday, October 13, 2026
Home ଅପରାଧ ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ୧୦ ବର୍ଷ ସଶ୍ରମ କରାଦଣ୍ଡ

ମାହାଙ୍ଗା ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ୧୦ ବର୍ଷ ସଶ୍ରମ କରାଦଣ୍ଡ

4

କଟକ, ୦୧/୦୯/୨୧ (ଜିଲ୍ଲା ଖବର) : ୨୦୧୭ ମସିହାରେ ମାହାଙ୍ଗାରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପ୍ରମୋଦ ବାରିକକୁ ଦୋଷୀ ସାବ୍ୟସ୍ତ କଲେ ପୋକସୋ କୋର୍ଟ। ଦୋଷୀକୁ ୧୦ ବର୍ଷ ସଶ୍ରମ କରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ ।

ଜୋରିମାନା ନଦେଲେ ଅଧିକ ଏକ ବର୍ଷ ଜେଲଦଣ୍ଡ ପାଇଁ ରାୟ ଶୁଣାଇଲେ କଟକ ପୋକସୋ ଅଦାଲତ। ୨୦୧୭ ମସିହା ଏପ୍ରିଲ ୧୧ ତାରିଖରେ ହୋଇଥିଲା ଦୁଷ୍କର୍ମ।