
ଗୁଣପୁର ,୩୧/୮(ଜିଲ୍ଲା ଖବର):
ଗୁଣପୁର ପୌର ପରିଷଦ ତରଫରୁ ତା. ୩୧.୦୮.୨୦୨୧ ଦିନ “ସ୍ଵାୟତ୍ତ ଶାସନ ଦିବସ” ପାଳନ କରାଯାଇଅଛି I ଏହି ଅବସରରେ, ଗୁଣପୁର ଉପ-ଜିଲ୍ଲାପାଳ ଯେ ସୋନାଲ ଜେନା , ପଦ୍ମଶ୍ରୀ ଉପାଧି ସାନ୍ତୀଦେବୀ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି ସଭାକୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଉମା ଦାସ ପରିଚାଳନା କରିଥିଲେ। ସକାଳ ୮:00 ରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସହ ସାଧାରଣ ସଭା, ପୁରସ୍କାର ବିତରଣ କରାଯାଇଥିଲା । ଗୁଣୁପୁର ପରିବେଶ କିପରି ସୋଫା ରଖିବା,ସୁସ୍ଥ ରଖିବା ଓ ସଠିକ ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ଧ୍ୟାନ ଦେବା ପାଇଁ ଉପଜିଲ୍ଲାପାଳ ଓ ସାନ୍ତୀଦେବୀ ନିଜ ନିଜ ମନ୍ତବ୍ୟ ଦେଇଥିଲେ। ଏହା ସହ କରନା ଯୋଦ୍ଧା ମାନଙ୍କୁ ସଂମାନିତ କରିଥିଲେ କିପରି ଭାବେ କରନା କୁ ରୋକିବା ଓ ସାମାଜିକ ଦୂରତା ରକ୍ଷା କରିବା ଏହି ସବୁକୁ ସଫଳ କରିବା ପାଇଁ ମିଳିମିଶି ପରସ୍ପରକୁ ସହଯୋଗ କରିବା ପାଇଁ ସଭାରେ ଆଲୋଚନା ହୋଇଥିଲେ। ଏବଂ ତା ସହିତ cricket ଖେଳରେ ଭାଗ ନେହି ଥିବା କର୍ମଚାରୀ ମାନଙ୍କୁ ପୁରସ୍କାର ବିତରଣ କରିଥେଲ । ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଡ଼କନ ଦେଇ ସମର୍ଦ୍ଧନା କରାଯାଇଥିଲା
ଗୁଣୁପୁର ରୁ ରାମନାଥ ମହାନ୍ତି ଙ୍କ ରିପୋର୍ଟ



