
ଭୁବନେଶ୍ୱର, ୩୧/୦୮/୨୧ (ଜିଲ୍ଲା ଖବର) : ପାରା କ୍ରୀଡ଼ାବିତଙ୍କୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର। ଗୋଟିଏ ପଟେ ପାରା ଅଲମ୍ପିକରେ ଦେଶର କ୍ରୀଡ଼ାବିତ ମେଡାଲ ଜିତୁଛନ୍ତି ।
ଅନ୍ୟପଟେ କିନ୍ତୁ ଓଡିଶା ସରକାର ରାଜ୍ୟର ପାରା କ୍ରୀଡ଼ାବିତଙ୍କୁ ଅଣଦେଖା କରୁଛନ୍ତି । ଆଜି ରାଜ୍ୟର ଖେଳ ବିଭାଗ ସାମ୍ନାରେ ଧାରଣାରେ ବସିବା ସହ ସରକାରୀ ଚାକିରି ପାଇଁ ଦାବି କରିଛନ୍ତି ।



