Wednesday, November 11, 2026
Home ଆଞ୍ଚଳିକ ଭୁବନେଶ୍ଵର ଏମ୍ସ ପକ୍ଷରୁ ‘ସ୍ନେକ ହେଲ୍ପଲାଇନ’ ଆପ ଓ ୱେବସାଇଟ ସେବା ଆରମ୍ଭ

ଭୁବନେଶ୍ଵର ଏମ୍ସ ପକ୍ଷରୁ ‘ସ୍ନେକ ହେଲ୍ପଲାଇନ’ ଆପ ଓ ୱେବସାଇଟ ସେବା ଆରମ୍ଭ

7

ଭୁବନେଶ୍ୱର,୩୧/୦୮/୨୧ (ଜିଲ୍ଲା ଖବର) :  ସାପ କାମୁଡ଼ାଜନିତ ମୃତ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଚିକିତ୍ସାକୁ ଅଧିକ ସରଳ ଓ ସୁବିଧା କରିବା ପାଇଁ ଭୁବନେଶ୍ଵର ଏମ୍ସ ପକ୍ଷରୁ ‘ସ୍ନେକ ହେଲ୍ପଲାଇନ’ ଆପ ଓ ୱେବସାଇଟ ସେବା ଆରମ୍ଭ ହୋଇଛି ।

ଏହି ଉଦଘାଟନୀ ଉତ୍ସବରେ ଏମ୍ସର ସଭାପତି ପ୍ରଫେସର ଡ଼ା ସୁବ୍ରତ କୁମାର ଆଚାର୍ଯ୍ୟ, ଏମ୍ସର ନିର୍ଦ୍ଦେଶିକା ଡ଼ା ଗୀତାଞ୍ଜଳି ଓ ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଯୋଗ ଦେଇଥିଲେ ।