Monday, October 12, 2026
Home ଆଞ୍ଚଳିକ ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ବୈଠକ

ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ବୈଠକ

16

ବାଲିଗୁଡ଼ା,୩୦/୮(ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲା ଟେଣ୍ଟ ଲାଇଟ ସାଉଣ୍ଡ ଡିଜେ ଫୁଲ ବେଲୁନ ଚିତ୍ରାଳୟ ଏବଂ ମଣ୍ଡପ ମାଲିକ ମାନଙ୍କ ଏକ ସାଧାରଣ ସଭା ଏବଂ ନୂତନ କର୍ମକର୍ତ୍ତା ଚୟନ ବୈଠକ ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା | ପି.ସୁଧାଂଶୁ ସେନାପତି ସଭାପତି, ପ୍ରମୋଦ ଚନ୍ଦ୍ର ପାଲଟା ଉପସଭାପତି, ସୁନୀଲ ମୁନି ସମ୍ପାଦକ, ରଂଜିତ ମହାନ୍ତି ସହସମ୍ପାଦକ ଏବଂ ପ୍ରଦୀପ୍ତ କୁମାର ପଣ୍ଡା କୋଷଧ୍ୟକ ଭାବେ ଚୟନ କରାଯାଇଛି | କୋରାନ ମହାମାରୀ ର ଏହି କଟକଣା ରେ ସଂଘ ର ସମସ୍ତ ଅନୁଷ୍ଠାନ ମାନେ ସରକାର ଙ୍କ ନିକଟରେ ସମସ୍ତ ଦାବି ପତ୍ର ପ୍ରଦାନ କରିଥିଲେ ଏବଂ ଭବିଷ୍ୟତରେ ଯେପରି ଅନୁମତି ମିଳିବ ଏବଂ ସମସ୍ତ ଅନୁଷ୍ଠାନ ସକ୍ରିୟ ଭାବେ କାର୍ଯ୍ୟ କରିବେ ତା ଉପରେ ଗୁରୁତ୍ୱ ଦେବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଗୁହାରି କରିଥିଲେ |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ