Home ଆଞ୍ଚଳିକ ସୁଟିଂରେ ଭାରତ ପାଇଁ ଗୌରବ ଆଣିଲେ ଅଭନୀ ଲଖେରା

ସୁଟିଂରେ ଭାରତ ପାଇଁ ଗୌରବ ଆଣିଲେ ଅଭନୀ ଲଖେରା

14

୩୦/୦୮/୨୧ (ଜିଲ୍ଲା ଖବର) :  ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ଭାରତ ପାଇଁ ଗୌରବ ଆଣିଛନ୍ତି ଅବନୀ ଲଖେରା । ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ଅଭନୀ । ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅଭନୀ ଲେଖରା ।୧୯ ବର୍ଷୀୟ ଅଭନୀ ଭାରତ ପାଇଁ ଗୌରବ ଆଣିଛନ୍ତି। ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ ।