ଭୁବନେଶ୍ୱର, ୩୦/୦୮/୨୧ (ଜିଲ୍ଲା ଖବର) : ଆଜି ରାଜ୍ୟରେ 609 କରୋନା ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 354 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 255 । ଏହାସହ 97 ଛୋଟ ପିଲାଙ୍କ ଆକ୍ରାନ୍ତ ।