Home ଜିଲ୍ଲା ଅନୁଗୁଳ ୮୦ ବୋତଲ କଫସିରଫ୍ ଜବତ, ଜଣେ ବ୍ୟବସାୟୀ ଗିରଫ

୮୦ ବୋତଲ କଫସିରଫ୍ ଜବତ, ଜଣେ ବ୍ୟବସାୟୀ ଗିରଫ

6

ଅନୁଗୋଳ, ୨୯/୦୮/୨୧ (ଜିଲ୍ଲା ଖବର) : ଦୀର୍ଘ ଦିନର ପରେ ଅନୁଗୋଳ ଜିଲ୍ଲା ଏନଟିପିସି ଥାନା ଅନ୍ତର୍ଗତ ଗଦାଶିଳା ଗ୍ରାମରେ ପୋଲିସ ଚଢ଼ାଉ କରି କଫସିରଫ ଜବତ କରି ବା ସହ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ।  ସୂଚନା ଯେ, ଏନଟିପିସି ଥାନା ଅଧିକାରୀଣୀ ଦିପିକା ଦେବୀରାୟ ଖବର ପାଇ ଗଦାଶିଳା ଗାଁରେ ଚଢାଉ କରି ୮୦ ବୋତଲ  କଫସିରଫ୍ ସହ ବ୍ୟବସାୟୀ ସିପୁନୁ ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ପକ୍ଷରେ କଣିହାଁ ଅଞ୍ଚଳ କଫସିରଫର ଭୂସର୍ଗ ପାଲଟିଥିବା ଜଣାପଡିଛି ।