Sunday, October 11, 2026
Home ଅପରାଧ ନକଲି କୋଭିଡ୍ ରିପୋର୍ଟ ଦେଖାଇ ଫସିଲେ ପର୍ଯ୍ୟଟକ

ନକଲି କୋଭିଡ୍ ରିପୋର୍ଟ ଦେଖାଇ ଫସିଲେ ପର୍ଯ୍ୟଟକ

26

ପୁରୀ, ୨୯/୦୮/୨୧ (ଜିଲ୍ଲା ଖବର) : ନକଲି କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଫସିଲେ ପର୍ଯ୍ୟଟକ। ମଧ୍ୟପ୍ରଦେଶ ଗୋଆଲିରର ଦୁଇ ପର୍ଯ୍ୟଟକ ନକଲି କୋଭିଡ୍ ରିପୋର୍ଟ ଦେଖାଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାକୁ ଉଦ୍ୟମ କଲାବେଳେ ଧରା ପଡିଛନ୍ତି।  ଏମାନଙ୍କୁ ସହାୟତା କରିଥିବା ପୁରୀର ଜଣେ ଯୁବକ ମଧ୍ୟ ସିଂହଦ୍ଵାର ଥାନାରେ ଅଟକ ରହିଛି।