୨୯/୦୮/୨୧ (ଜିଲ୍ଲା ଖବର) : ରୌପ୍ୟ ଜିତିଲେ ଭାବିନା। ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ମେଡାଲ। ଦେଶ ପାଇଁ ପଦକ ଆଣିଲେ ପାରା ଅଲମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ବ କରୁଥିବା ଟେବୁଲ ଟେନିସ ଖେଳାଳି ଭାବିନାବେନ ପଟେଲ। ଭାରତୀୟ ସମୟ ସକାଳ 7ଟା 15 ସମୟରେ ମୁକାବିଲା ଆରମ୍ଭ ହୋଇଥିଲା।