Wednesday, November 11, 2026
Home ଆଞ୍ଚଳିକ ଚତୁର୍ଥ ପର୍ଯ୍ୟାୟ ରେ ଦଶ ସ୍ମାର୍ଟ ହାଇସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଚତୁର୍ଥ ପର୍ଯ୍ୟାୟ ରେ ଦଶ ସ୍ମାର୍ଟ ହାଇସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

7

ଶେରଗଡ଼,୨୮/୮(ଜିଲ୍ଲା ଖବର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ହେଉଛି ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ | ଏଠାରୁ ଆରମ୍ ହୋଇଛି ୫୦ ହାଇସ୍କୁଲ ର ଭିତ୍ତି ଭୂମି ର ବିକାଶ | ଏବେ ସାରା ରାଜ୍ୟରେ ଚର୍ଚ୍ଚା ଏହାକୁ ଅନୁସରଣ କରିବା ପାଇଁ ଶହେରୁ ଉର୍ଦ୍ଧ ବିଧାୟକ ପର୍ଯ୍ୟୟ କ୍ରମେ ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକ ଗସ୍ତରେ ଯାଇ ସ୍ମାର୍ଟ ହାଇସ୍କୁଲ ର ଭିତିଭୂମି ର ବିକାଶ ଦେଖି ବିମୋହିତ ହେବା ଶହ ଲୋକାର୍ପିତ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଛନ୍ତି |ଆଜି ଶେରଗଡ଼ ବ୍ଲକ ରେ , ବି, ବ୍ରହ୍ମପୁର, ବନ୍ଧଗୁଡା, ନରେନ୍ଦ୍ରପୁର, ପିତଳ, ଶେରଗଡ଼ ବାଳିକା l ହାଇସ୍କୁଲ କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ |ଏହି ଉଚ୍ଚବରେ, ମନ୍ତୀ ଶ୍ରୀ ଭୂପଏଣ୍ଡରସିଂହ, ଜଗନାଥ ନାୟକ, ପ୍ରଦୀପ କୁମାର ଦିଶାରୀ, ଶ୍ରୀକାନ୍ତ ସାହୁ ସାରଦା ପ୍ରସାଦ ନାୟକ, ଭାଗିରଥି ସେଠି ପ୍ରଦୀପ କୁମାର ଅମାତ, ରାଜନ୍ଦ୍ର ଢୋଲକିଆ ପ୍ରେମାନନ୍ଦ ନାୟକ ଙ୍କ , ଙ୍କ ଶହ ଗଞ୍ଜାମ ଜିଲ୍ଲା ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, ସମସ୍ତ ଜନପ୍ରତିନିଧି ଉପସ୍ଥିତ ରହି ଥିଲେ |

ରିପୋର୍ଟ: ଅଖିଳ ପଟ୍ଟନାୟକ