
ବାଲିଗୁଡ଼ା ,୨୮/୮(ଜିଲ୍ଲା ଖବର):
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ବନ୍ଧଗଡ ଗ୍ରାମରେ ଏକ ଇଣ୍ଡିଗୋ କାର ନମ୍ବର OD 02 AH 0513 ଗଞ୍ଜେଇ ସହ ଗାଡ଼ିକୁ ପୋଲିସ ଜବତ କରିଛି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି | ଫେରାର ହୋଇଥିବା ଡ୍ରାଇଭର ନାମ ସଞ୍ଜିତ୍ ଦିଗାଲ ଘର ବନ୍ଧଗଡ଼ ବୋଲି ଜଣା ପଡିଛି | ତାଙ୍କ ନାମରେ ୯୯/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାସୁନ୍ଦର ରାଓ।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



