Saturday, November 14, 2026
Home ଆଞ୍ଚଳିକ ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ମହିଳା ସାମ୍ବାଦିକାଙ୍କ ସମେତ 4 ଗିରଫ

ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ମହିଳା ସାମ୍ବାଦିକାଙ୍କ ସମେତ 4 ଗିରଫ

7

ଭୁବନେଶ୍ୱର, ୨୮/୦୮/୨୧ (ଜିଲ୍ଲା ଖବର):  ଖଣି ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗ । ଓ୍ବେବ ଚ୍ୟାନେଲର ମହିଳା ସାମ୍ବାଦିକା ସମେତ ୪ ଗିରଫ । ମୁଖ୍ୟ ଅଭିଯୁକ୍ତ ରାଜ ନାମକ ଯୁବକ ଫେରାର ।

ଗତ ୫ ତାରିଖରେ ବଡ଼ବିଲର ବ୍ୟବସାୟୀ ଓ ସହଯୋଗୀଙ୍କୁ କରିଥିଲେ ଅପହରଣ । ବ୍ୟବସାୟୀଙ୍କୁ ଛାଡିବାକୁ ମାଗିଥିଲେ ୧୦ ଲଷ ଟଙ୍କା । ଖଣି ଲିଜ କରାଇ ଦେବାକୁ କହି ଡାକି କରିଥିଲେ ଅପହରଣ । ଏହି ଘଟଣାର ଅଭିଯୋଗ ପରେ ଗିରଫ କଲା ନନ୍ଦନକାନନ ଥାନା ପୋଲିସ ।