
୨୮/୦୮/୨୧ (ଜିଲ୍ଲା ଖବର) : ପାରଲମ୍ପିକ୍ସରେ ଦେଶକୁ ମିଳିବ ପ୍ରଥମ ମେଡାଲ । ମହିଳା ଟେବୁଲ ଟେନିସ ଫାଇନାଲରେ ଭାରତୀୟ ପାରା ଟେବୁଲ ଟେନିସ ଖେଳାଳି ଭାବିନାବେନ ହାସମୁଖଭାଇ ପଟେଲ ।
ସେମିଫାଇନାଲରେ ଚୀନ ଖେଳାନି ମିୟାଓ ଝାଙ୍ଗଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି । କଡା ଟକ୍କର ମ୍ୟାଚରେ ଭାବିନାବେନ ପ୍ରତିପକ୍ଷଙ୍କୁ 3-2 ସେଟରେ ହରାଇଛନ୍ତି ।



