
ଭୁବନେଶ୍ବର,୨୮/୦୮/୨୧ (ଜିଲ୍ଲା ଖବର) : ଭୁବନେଶ୍ବର ତାର ଦଶମ ସ୍ନାତକ ମହୋତ୍ସବ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ବୋର୍ଡ ଅଫ ଗଙ୍ଗଶସର କାର୍ଯ୍ୟକାରୀ ସଭାପତି ତଥା ରାବା ଆମିନ୍ ରିସର୍ଚ୍ଚ ସେଣ୍ଟରର ଅକ୍ଷ ଡ. ଅଜିତ ମହାନ୍ତି ମହୋତ୍ସବରେ ସଭାପତିତ୍ଵ କରିଥିଲେ ।
ସଭାପତି ଭାଷଣରେ କହିଲେ ଯେ ନାଇଜର୍ ଭଳି ଜାତୀୟ ତଥା ଆର୍ତ୍ତଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରତିଷ୍ଠାନରୁ ସ୍ନାତକୋରର ଜିଲ୍ଲା ଗ୍ରହଣ କରି ନିଜର ଜ୍ଞାନକୁ ଦେଶ ତଥା ଜନହିତରେ ଲଗାଇଲେ ତାହା ବିଜ୍ଞାନକୁ ପ୍ରକୃତ ପ୍ରତିମାନ ହେବ ବୋଲି କହିଥିଲେ ।
ନାଇଜର ସଚିବ ଡ. ଅଭୟ ନାୟକ କହିଲେ ଯେ ଏଇ ବର୍ଷ ୯୧ ଜଣ ଏନ୍ଏସ୍ସି ଏବଂ ୨୦ ଜଣ ପିଏଚଡି ଡିଗ୍ରୀ ଗ୍ରହଣ କରିଛନ୍ତି। ଏମାନଙ୍କ ଭିତରୁ ପଖର ଗୁପ୍ତା ଏବଂ ସ୍ବାତୀ ଶାହା ମୁଖ୍ୟ ଅତିଥିଙ୍କ ଠାରୁ ସ୍ବର୍ଣ୍ଣପଦକ ଗ୍ରହଣ କରିଥିଲେ । ଶ୍ରୀଲକ୍ଷ୍ମୀ କାଲାଥିଲ, ସାନ୍ନିଧ୍ୟ ଶୁକ୍ଳ ଏବଂ ଅଭିଷେକ କୁମାରଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା ।
ଉତ୍ସବରେ ପ୍ରତିଷ୍ଠାନର ଆସୋସିଏଟ୍ ଜିନ ଡ. କାର୍ତିକେଶ୍ଵର ସେନାପତି ସ୍ବାଗତ ଭାଷଣ ଦେଇଥିଲା ବେଳେ ଡିନ ଡ. ପ୍ରଣୟ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଦେବସ୍ମିତା ଆଲୋନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ମୁଖ୍ୟ ଅତିଥ ଭାବେ ବିପିୟୁଟିର ପାଳନ କୂଳପତି ପ୍ରଫେସର ( କାଭ ନାଥ ମହାରି ଯୋଗଦେଇ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲା ବୈଜ୍ଞାନିକଙ୍କ ସ୍ମୃତିଚାରଣ କରିଥିଲେ ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ନାଇଜର ଶିକ୍ଷା ଓ ଗବେଷଣାରେ ଆଗକୁ ଯାଉଥିବାର ବିବରଣୀ ପାଠ କରାଇବା ସଂଗେ ସଂଗ ଜିଗ୍ରୀ ପାଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣ
ଖୋର୍ଦ୍ଧା ଜିଲ୍ଲାରୁ ସଞ୍ଜୀବ କୁମାର ଜିଲ୍ଲା ଖବର









