
ହିଞ୍ଜିଳି,୨୭/୮,(ଜିଲ୍ଲା ଖବର):
ହିଞ୍ଜିଳି ଥାନା ଅନ୍ତର୍ଗତ ଦୟାପଲ୍ଲୀ ଗ୍ରାମର କେ. ଜୟନ୍ତୀ ବୟସ ୩୩ ବୋଲି ଜଣାପଡିଛି।ଆଜି ଅପରାହ୍ନ ରେ ବିଲ୍ ରେ ଚାଷ କାର୍ଯ୍ୟ କରୁଥିବା ହଟାତ୍ ବଜ୍ରାଘାତ ମାଡ଼ ରେ ସେ ଟଳି ପଡ଼ିଥିଲେ।ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ୍ ରେ ଭର୍ତି କରିଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।।


