ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିଜେପିର ବିରୋଧ

10

କଟକ, ୨୭/୦୮/୨୧ (ଜିଲ୍ଲା ଖବର) : ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିଜେପିର ବିରୋଧ । ମୁଖ୍ୟମନ୍ତ୍ରୀ ଗସ୍ତକୁ କଳା ପତାକା ଦେଖାଇ ବିରୋଧ କଲେ ବିଜେପି କର୍ମୀ । ସଂଖ୍ୟା ଲଘୁ ମୋର୍ଚା ସଭାପତି ସିକେନ୍ଦର ଅଲ୍ଲୀଙ୍କ ସମେତ ୭ ଜଣ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । କଟକରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ବିଜେପି କର୍ମୀ ।