Tuesday, October 13, 2026
Home ଆଞ୍ଚଳିକ ଶୁଭଶ୍ରୀ ସାହୁ ଗାଣିତିକ ମଡେଲ ପାଇଁ ରାଜ୍ୟରୁ ପ୍ରଥମ ହୋଇ ଜାତୀୟସ୍ତର ପାଇଁ ମନୋନୀତ

ଶୁଭଶ୍ରୀ ସାହୁ ଗାଣିତିକ ମଡେଲ ପାଇଁ ରାଜ୍ୟରୁ ପ୍ରଥମ ହୋଇ ଜାତୀୟସ୍ତର ପାଇଁ ମନୋନୀତ

26

ଜଟଣୀ ,୨୬/୮(ଜିଲ୍ଲା ଖବର) :
ଜଟଣୀ ଅଞ୍ଚଳରେ ଥୁବା ସୁଶୀଳା ଦେବୀ ପ୍ରଗତି ବିଦ୍ୟାପୀଠର ଦଶ୍ରମ ଶ୍ରେଣୀର ଛାତ୍ରୀ ଶୁଭଶ୍ରୀ ସାହୁ ଗାଣିତିକ ମଡେଲ ପାଇଁ ରାଜ୍ୟରୁ ପ୍ରଥମ ହୋଇ ଜାତୀୟସ୍ତର ପାଇଁ ମନୋନୀତ ହୋଇଛନ୍ତି। ବିଜ୍ଞାନ ମେଳା ପାଇଁ ରାଜ୍ୟରୁ ୧୫ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଏହି ସଫଳତା ପାଇଁ ଶୁଭଶ୍ରୀ ଗାଇଡ୍ ଶିକ୍ଷକ ଅଜୟ ବରାଡଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି । ପ୍ରଧାନଶିକ୍ଷକ ଉଗ୍ରସେନ ରଣସିଂହ, ବିଜ୍ଞାନ ଶିକ୍ଷକ ଅମ୍ବିକା ପ୍ରସାଦ ପଟ୍ଟନାୟକ, ବ୍ଲକ ଶିକ୍ଷାଧୂକାରୀ ରଶ୍ମିଳା ପରିଡା, ଜିଲ୍ଲା ଶିକ୍ଷାଧୂକାରୀ ବନ୍ଦନା ମହାପାତ୍ର ପ୍ରମୁଖ ଛାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି।
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର