
ହିଞ୍ଜିଳିକାଟୁ,୨୫/୮(ଜିଲ୍ଲା ଖବର ) : ହିଂଜିଳି କାଟୁ ବ୍ଲକ ଅନ୍ତର୍ଗତ ରାଲବ ଛକ ନିକଟରେ ବାଇକ କୁ ବାଇକ ଧକା ଦେଇ ଜଣେ ଗୁରୁତର ହୋଇ ଥିବା ସ୍ଥଳେ ଅନ୍ୟ ଜଣଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବା ଖବର ମିଳିଛି ମୃତ କଂ ନାମ ସୂର୍ଯ୍ୟକାନ୍ତ ମହାନ୍ତି ବୟସ 27 ଓ ଗ୍ରାମ କଣ୍ଟେଇକୋଳି ବୋଲି ଜଣା ପଡ଼ିଛି ଓ ଅନ୍ୟ ଜଣଙ୍କ ନାମ ଓ କେଉଁ ଗ୍ରାମର ଜଣା ପଡ଼ିଛି ଓ ତାଙ୍କର ବର୍ତ୍ତମାନ ସୁଧା ତାଙ୍କର ହୋସ ଆଇ ନଥିବା ଡାକ୍ତର କହୁଛନ୍ତି ଗୋଟିଏ ବାଇକ ନଂ T S 0811B 6728 ୟାମା ହୋଇଥିବା ଅନ୍ୟ ବାଇକ ନଂ C G 10 6142 ହିରୋହୁଣ୍ଡ ବୋଲି ଜଣା ପଡିଛି ଆହତ ମାନଙ୍କୁ ସ୍ଥାନୀୟ ଲୋକ ଙ୍କ ସାହାଯ୍ୟ ରେ 108ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ଜଣ ଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନନ୍ତରିତ କରାଯାଇଥିବା ଜଣାପଡ଼ିଛି ।
ହିଂଜିଳି କାଟୁ ରଜନୀ କାନ୍ତ ପାତ୍ର।


