
ଗଂଜାମ,୨୩/୮(ଜିଲ୍ଲା ଖବର):
ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ର ବସଷ୍ଟାଣ୍ଡ ନିକଟ ରେ ଥିବା ବ୍ରହ୍ମାକୁମାରି ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ରେ ଆଶ୍ରମ ସଂଚାଳିକା ଭଗ୍ନୀ ବି. କେ ଅର୍ଚ୍ଚନା ଙ୍କ ଦ୍ୱାରା ପରିଚାଳିତ ରେ ରକ୍ଷା ବନ୍ଧନ ଉଛବ ମହାସମାରୋହରେ ପାଳିତ ହୋଇ ଯାଇଛି।ପ୍ରାତଃ ରୁ ମୁରଲୀ ପଠନ,ଭୋଗ ଅର୍ପଣ କରା ଯାଇଥିଲା ଓ ଭଗ୍ନୀ ଅର୍ଚ୍ଚନା ଭାଇ ଭଉଣୀ ମାନଙ୍କୁ ରାଖୀ ବାନ୍ଧି ,ମିଠା ଖୁଏଇ ଥିଲେ ଓ ରାଖୀ ବାନ୍ଧିବାର ର ଅଧ୍ୟାତ୍ମିକ ରହସ୍ୟ ବିଷୟରେ ରେ କହିଥିଲେ।ଏହା ପୂର୍ବ ରୁ ବିଡିପୁର, ଓ ବେଙ୍ଗସର ପାଠଶାଳା ଓ ବିଭିନ୍ନ କାର୍ଯ୍ୟାଳୟ କୁ ଯାଇ ରାଖୀ ବାନ୍ଧି ଥିଲେ।ଆଶ୍ରମ ପରିସରରେ ନିରାକାର ଭାଇ,ଦିଗାମ୍ବର, ଶଶୀ, ପବିତ୍ର,ମାଳା ମାତା, କସ୍ତୁରୀ, ସଂଯୁକ୍ତା, କୁମୁଦ,ତ୍ରିପୁରା, ଭଗ୍ନୀ ସୁଚିତ୍ରା, ସାଗରିକା,ଆଦ୍ୟସା, ଶାନ୍ତି, ସାଇକଲ୍ୟାଣ, ଙ୍କୁ ଅର୍ଚ୍ଚନା ଭଉଣୀ ରାଖୀ ବାନ୍ଧି ଥିଲେ।
ଗଂଜାମ ରୁ ନିରାକାର ସାହୁ ଙ୍କ ରିପୋର୍ଟ


