
ବ୍ରହ୍ମପୁର ,୨୨/୮,(ଜିଲ୍ଲା ଖବର):
ଗତ ୧୮ତାରିଖ ଦିନ ବଡ଼ ବଜ଼ାର ଥାନା ଅଂଚଳରୂ ହୋଇଥିବା ସିକ୍ଯୁ ଭେଲୁ ଇଣ୍ଡିଆ ଲିମିଟେଡ଼ Atm ରେ ଟଙ୍କା ଭର୍ତ୍ତି କରୁଥିବା ଗାଡି ନମ୍ବର (0do2b8816)୨୪ଲକ୍ଷ ଟଙ୍କା ଗାଡି ସହ ଫିଲ୍ମ ଷ୍ଟାଇଲ ରେ ଅପହରଣ ର ପର୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ ଆଜି ବ୍ରହ୍ଣପୁର sp ପିନାକୀ ମିଶ୍ର ଏକ ସାମ୍ବାଦିକ ସମିଳନୀ କରି ଘଟଣା ବିଷୟରେ ଉଲେଖ କରିଥିଲେ ଘଟଣା ର ମୁଖ୍ୟ ଅଭିଯୁକ୍ତ ସେହି ଗାଡି ର ଡ୍ରାଇଭର ଆଶିଷ କୁମାର ଦିଗା ଓ ତାର ଦୁଇ ସହଯୋଗୀ ମାନ୍ୟବର ନାୟକ କାର୍ତ୍ତିକ ନାୟକ ସହ ମିଶି ଚୋରି ଘଟଣା ଘଟାଇ ଥିଲେ ଚୋରି ଟଙ୍କା ୨୦.୯୦୦୦୦ ଏକ ପ୍ଲାଷ୍ଟିକ ଡବାରେ ଭର୍ତ୍ତି କରି ଘର ନିକଟରେ ଗୋଟଏ ଗାତ କରି ପୋତି ଦେଇଥିଵା ସ୍ୱୀକାର କରିଥିଲେ ସମସ୍ତ ଅଭିଯୁକ୍ତ କନ୍ଧମାଳ ଜିଲ୍ଲାର ପୋଲିସ କେଶ ନମ୍ବର 172us328/394IPC SEC120B409/34IPC ଧାରାରେ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି
ରିପୋର୍ଟ ବ୍ରହ୍ମପୁର ରୂ କୁନା ମିଶ୍ର



