
ବାଲିଗୁଡ଼ା ,୨୨/୮(ଜିଲ୍ଲା ଖବର):
ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ସାଂସଦ ପ୍ରୀତିନିଧି ଭାବେ ଲୋକନାଥ ପାଢ଼ୀ ମନୋନୀତ ହୋଇଛନ୍ତି | ସାଂସଦ ଡ଼ ଅଚ୍ୟୁତ ସାମନ୍ତ ବାଲିଗୁଡା NAC ର ନିଜ ପ୍ରତିନିଧି ଭାବେ ତାଙ୍କ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି |ସାଂସଦ ପ୍ରୀତିନିଧି ଭାବେ ଲୋକନାଥ ପାଢ଼ୀ ଘୋଷଣା ହେଲା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି | ଏହି ପଦବୀ ପାଇବା ପରେ ବାଲିଗୁଡା ସହର ର କିପରି ବିକାଶ ହେବ ସେଥିପ୍ରତି ଧ୍ୟାନ ଦେବେ ବୋଲି କହିଛନ୍ତି |
ରିପୋର୍ଟ : ସୁକାନ୍ତ କୁମାର ତ୍ରିପାଠୀ


