
ଜଟଣୀ,୨୧/୮(ଜିଲ୍ଲା ଖବର):
ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଓ ଯୁବ ମାନସର ପ୍ରତୀକ ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବର୍ଗତ ସଂଗ୍ରାମ ଜେନା ଙ୍କ ସ୍ମୃତି ଉଦ୍ୟେଶରେ ଜଟଣୀ କଂଗ୍ରେସ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସଭା.ଏହି ସ୍ମୃତି ସଭାରେ କାପଟନ ମନ୍ମଥ ରାଉତରାୟ,ପୂର୍ବତନ କାଉନସିଲର ଲୁସେନ ରାୟ,
ନଗର ସଭାପତି ଅଶୋକ ମଙ୍ଗରାଜ, ସୁଲୁ ରଥ, ମାଧବ ପାଟଶାଣୀ, ସଂକେତ, ସୌମ୍ୟ, ଜୟ ସୁନ୍ଦର, ଦୀପ୍ତ, ଗଟେଶ୍ବର, ଦିଲୀପ, ରାକେଶ, ନଯିଦ ଓ ବହୁ ଛାତ୍ର ଓ ଯୁବ ସଂଗଠକ ଯୋଗଦେଇଥିଲେ |
ରୀପୋର୍ଟ :-ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର


