
ହିଞ୍ଜିଳିକାଟୁ,୧୨/୮(ଜିଲ୍ଲା ଖବର) : ହିଞ୍ଜିଳି ଥାନା ଅନ୍ତର୍ଗତ ପିତଳ ଛକ ରେ ଏକ ଷ୍ଟିଲ ବେଲ୍ଡି ଦୋକାନ ରୁ ଚୋରୀ ମାମଲାରେ ରେ ଜଣକୁ ଗିରଫ କରିଛି ହିଞ୍ଜିଳି ପୋଲିସ୍ ଗିରଫ ଅଭିଯୁକ୍ତ ହେଲେ ନିକୁଞ୍ଜ ବିଶ୍ଵାଳ ଏନେଇ ହିଞ୍ଜିଳି ପୋଲିସ୍ କେସ ନଂ365/21 ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ ଗିରଫ କରିଥିବା ଜଣାପଡ଼ିଛି ଗିରଫ ଅଭିଯୁକ୍ତ ଠାରୁ ଷ୍ଟିଲ ତିଆରି ବିଭନ୍ନ ମେସିନ୍ ଜବତ୍ କରିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।


