
ବାଲିଗୁଡ଼ା,୧୧/୮{ସୁକାନ୍ତ କୁମାର ତ୍ରିପାଠୀ} : ବାଲିଗୁଡା ଏନଏସି ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ହିତାଧିକାରୀ କୁ ପ୍ରଦାନ କରାଯାଇଛି | ଏନଏସି କାର୍ଯ୍ୟଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆବାସ ଯୋଜନା କାର୍ଯ୍ୟ ଦେଶ ହିତାଧିକାରୀଙ୍କୁ ବଣ୍ଟନ କରିଛନ୍ତି |ଏଥିରେ ଉପଜିଲ୍ଲାପାଳ ତଥା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଶୁଭଙ୍କର ମହାପାତ୍ର, ପୂର୍ବତନ ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀ,ସମେତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ |



