
ହିଞ୍ଜିଳିକାଟୁ,୧୧/୮(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ବ୍ଳକ ବେଲଗାଁ ରଘୁନାଥ ବିଦ୍ୟାପୀଠ ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୋ ଶ୍ରୀ ସାହୋ ଆଜି ହିଞ୍ଜିଳିକାଟୁ ବ୍ଲକ ର ବେଲଗାଁ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟର ଅଗ୍ରଗତି ତଦାରଖ କରିଥିଲେ । ଗଣଶିକ୍ଷା ସଚିବ ଙ୍କ ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଗଞ୍ଜାମ ଜିଲ୍ଲା ପିଡି ସିନ୍ଧେଦତ୍ର ଭାଉ ସାହେବ , ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ ଜେନା
ହିଞ୍ଜିଲିକାଟୁ ବିଇଓ ଏସ୍ ଗିରିଧାରୀ, ସରପଞ୍ଚ ତ୍ରିନାଥ ପାଣିଗ୍ରାହୀ , ବିଦ୍ୟାଳୟର ଶିକ୍ଷକଓ ଶିକ୍ଷୟତ୍ରୀ ପ୍ରମୁଖ ଗସ୍ତ ସମୟରେ ଉପସ୍ଥିତ ଥିଲେ।
ହିଂଜିଳିକାଟୁ ରଜନୀ କାନ୍ତ ପାତ୍ର।





