Sunday, November 15, 2026
Home ଆଞ୍ଚଳିକ ଅବକାରୀ ବିଭାଗ ଓ ପୋଲିସ ର ମିଳିତ ଚଢ଼ାଉ

ଅବକାରୀ ବିଭାଗ ଓ ପୋଲିସ ର ମିଳିତ ଚଢ଼ାଉ

3

ହିଞ୍ଜିଳିକାଟୁ,୧୦୮ (ଜିଲ୍ଲା ଖଵର) ହିଞ୍ଜିଳିକାଟୁ ଅବକାରୀ ବିଭାଗ ଓ ପୋଲିସ ର ମିଳିତ ଚଢ଼ାଉ କରି ଚାନ୍ଦୁଲି ଗ୍ରାମର ହରିଜନ ସାହିର ବିଚିତ୍ର ନାଇକ ଓ ବିପ୍ର ନାଇକ ଙ୍କ ଠାରୁ 50 ଲିଟର ରନ୍ଧା ମଦ ଜବତ କରିଛି ଚଢ଼ାଉ ସମୟରେ ଅବକାରୀ ବିଭାଗ ର ଭାରପ୍ରାପ୍ତ ଅଧିକାରୀ ଧନଞ୍ଜୟ ପାତ୍ର ଙ୍କ ନେତୃତ୍ୱରେ ଅବକାରୀ ବିଭାଗ ର କର୍ମଚାରୀ ଓ ହିଞ୍ଜିଳି ପୋଲିସ ର କର୍ମଚାରୀ ଚଢ଼ାଉ ରେ ସାମିଲ ଥିଲେ ଅଭିଯୁକ୍ତ କୁ ଗିରଫ କରି ହିଞ୍ଜିଳିକାଟୁ ଜେ ଏମ ଏଫ ସି କୋର୍ଟ କୁ ପଠାଇ ଥିବା ଭାରପ୍ରାପ୍ତ ଅଧିକାରୀ ଧନଞ୍ଜୟ ପାତ୍ର କହିଛନ୍ତି 

ହିଂଜିଳି କାଟୁ ରଜନୀ କାନ୍ତପାତ୍ର