Sunday, November 15, 2026
Home ଆଞ୍ଚଳିକ ପଦ୍ମପୁର ଠାରେ ଆଦିବାସୀ ଦିବସ ପାଳିତ

ପଦ୍ମପୁର ଠାରେ ଆଦିବାସୀ ଦିବସ ପାଳିତ

35

ବିଷମକଟକ,୧୦୮(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ପଦ୍ମପୁର ଗ୍ରାମ ଠାରେ ଆଦିବାସୀ ପରିବାର ପକ୍ଷରୁ ବିଜୁ କଲ୍ୟାଣ ମଣ୍ଡପ ପଦ୍ମପୁର ଠାରେ ଅନ୍ତର୍ଜାତୀୟ ଆଦିବାସୀ ଦିବସ ପାଳିତ ହଇଯାଇଛି । ମୁଖ୍ୟ ଅତିଥିଭାବେ ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗୋମାଙ୍ଗ, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ପଞ୍ଚାୟତ ସମିତି ପଦ୍ମପୁର ଶ୍ରୀ ରମାକାନ୍ତ ମାଝୀ, ତହସିଲଦାର ପଦ୍ମପୁର, ବ୍ଲକ ଶିକ୍ଷା ଅଧିକାରୀ ପଦ୍ମପୁର, ପୂର୍ବତନ ଶିକ୍ଷକ ଶ୍ରୀ ଦୁର୍ଲଭ ଶବର, ଜଗନ୍ନାଥ ଶବର, ନରସିଂହ କ୍ରାସ୍କା, ରତନ ଗୋମାଙ୍ଗ, ଜିଲ୍ଲା ପରିଷଦ ସଦସ୍ୟ କରୁଣା କର ଶବର, ସରପଞ୍ଚ ଶ୍ରୀମତୀ କୌଶଲ୍ୟା ଶବର, ଶ୍ରୀ ବିଜୟ କ୍ରୀଷ୍ଣା ଶବର, ଶ୍ରୀ କୈଳାଶ ମାଝୀ, ଶ୍ରୀ ସୁରେଶ ପାଡାଗାଣ୍ଡକ, ଶ୍ରୀମତୀ ପୁଣ୍ୟା ବତୀ ମାଣ୍ଡାଙ୍ଗି, ଶ୍ରୀମତୀ ତୁଳଶା ଶବର , ଶ୍ରୀମତୀ ହାରବତୀ ଶବର, ଶ୍ରୀମତୀ ଲଷ୍ମୀ ଶବର , ବୃନ୍ଦାବନ ଶବର, ଯୁଗଳ ମାଝୀଡମ୍ବରୁ ନୂଣ୍ଡରୁକା, ଗୋବରଧ ଶବର , ତଂକଧର ଶବର , ନବ ଶବର ପ୍ରମୂଖ ମଞ୍ଚାସିନ ଥିଲେ । ଅକ୍ଷର ବ୍ରହ୍ମ (ମାତାରବୁନମ) ସୃ ନତି ଚାରଣ ପୂର୍ବକ ବିଧାୟକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ବିଭିନ୍ନତା ମଧ୍ୟରେ ଆଦିବାସୀ ଏକତା , ସଂସ୍କୃତି, ପରମ୍ପରା ଐତ୍ଜୀହ, ବଜାୟ ରଖିବା। ସର୍ଵ ପୁରାତନ ପାଣ୍ଡୁ ସୌର ଲିପି ର ପ୍ରଚାର ଏବଂ ପ୍ରସାର ପାଇଁ ପ୍ରୟାସ କରିବା ପ୍ରମୂଖ ବିଷୟ ବସ୍ତୁ ଆଲୋଚନା କରାଯାଇଛି।

ରିପୋର୍ଟ, ପ୍ରସନ୍ନ କୁମର ପଟ୍ଟନାୟକ