Sunday, November 15, 2026
Home ଆଞ୍ଚଳିକ ବିଜୁ ଛାତ୍ର ଙ୍କ ଆହ୍ୱାନ କ୍ରମେ ପଦ୍ମ ପର କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ...

ବିଜୁ ଛାତ୍ର ଙ୍କ ଆହ୍ୱାନ କ୍ରମେ ପଦ୍ମ ପର କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା

43

ବିଷମକଟକ,୭/୮(ଜିଲ୍ଲା ଖବର) : ଆଜି ବିଜୁ କଲ୍ୟାଣ ମଣ୍ଡପ ପଦ୍ମପୁର ଠାରେ ଜିଲ୍ଲା ସଭାପତି ବିଜୁ ଛାତ୍ର ଜନତା ଶ୍ରୀ ବିଷ୍ଣୁ ପ୍ରସାଦ ପାଣ୍ଡ ଙ୍କ ଆହ୍ୱାନ କ୍ରମେ ବ୍ଲକ ସଭାପତି ଶ୍ରୀ ରବି ନାରାୟଣ ଆଚାର୍ଯ୍ୟ ନ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ବରିଷ୍ଠ କର୍ମୀ ଶ୍ରୀ କିଲାନା ଗୋବିନ୍ଦା ରାଓ, ପୂର୍ବତନ ସରପଞ୍ଚ ମାଜି କ୍ରୀଷ୍ଣ ପ୍ରସାଦ ରାଓ, ବିଶିଷ୍ଠ ବ୍ୟବସାୟି ତଥା ଆଇନ ଜୀବୀ ଶ୍ରୀ ଦୁର୍ଗା ପ୍ରସାଦ ସାହୁ, କେଦାର ସାହୁ, ଆତ୍ମା ଅଧ୍ୟକ୍ଷ କୈଳାଶ କ୍ରାସ୍କା,ଙ୍କ ସମେତ ଯୁବ ବିଜୁ ଜନତା ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଦଳେଇ, ଛାତ୍ର ଜନତା ସଭାପତି ଶ୍ରୀ ବଳରାମ ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ କରୁଣା କର ଶବର, ଛାତ୍ର ଜନତା ସମ୍ପଦକ ଶ୍ରୀ ସନ୍ତଷ ଗେମ୍ବାଲି , ଯୁବ ସମ୍ପାଦକ ଶ୍ରୀ B ନାରାୟଣ ରାଜୁ, ଛାତ୍ର ସମ୍ପାଦକ ଶ୍ରୀ ରାମ ପ୍ରସାଦ ପାଶପୁରେଡି , ବରିଷ୍ଠ କର୍ମୀ ଶ୍ୟାମ ମହାନ୍ତି, ରଘୁନନ୍ଦନ ନାୟକ ମଞ୍ଚାସିନ ଥିଲେ । ବ୍ଲକ ଅଧ୍ୟକ୍ଷ ତଥା ଯୁବ ସମ୍ପାଦକ ଶ୍ରୀ ରମାକାନ୍ତ ମାଝୀ ସଭା ପରିଚାଳନା କରିଥିଲେ। ନବ ନିଯୁକ୍ତ ଛାତ୍ର ଜନତା ବ୍ଲକ କମିଟିର ସଦସ୍ୟ ମାନକୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜୁ ବାବୁ ଙ୍କ ପୁସ୍ତକ the Tall Man କର୍ମ କର୍ତା ଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ସରକାରଙ୍କ ସମସ୍ତ ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଆଗାମୀ ଦିନରେ ଦଳ କିଭଳି ସୁଦୃଦ ହଇପାରିବା ସେଥିପାଇଁସମସ୍ତ କର୍ମ କର୍ତା କାର୍ଯ୍ୟ କରିବା ପାଇଁ ପରମ୍ପରା ଦିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଗଦାଧର ଅଧିକାରୀ, ଶ୍ରୀ ଗୁଣନିଧି ସାହୁ ଶ୍ରୀ ହୁର୍ଚୁଲା ମାଝୀ ପୂର୍ବତନ ସରପଞ୍ଚ ଲିକିତିପଦର, ଶ୍ରୀ ଯୁଗଳ ମାଝୀ ପୂର୍ବତନ ସରପଞ୍ଚ ଗୁଳୁଗୁଡ଼ା, ଧର୍ମରାଓ ସିଲା, ରାଜେଶ ବିଡିକା, ବାବୁଲା ମହାନ୍ତି , ଗିରିଧର ଶବର , ଅଭି ଶବର, ଦାମ ଦଣ୍ଡସେନା, ଙ୍କ ସମେତ ବହୁ ଦଳୀୟ କର୍ମ କର୍ତା ଉପସ୍ଥିତ ଥିଲେ ।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।