Wednesday, November 11, 2026
Home ଆଞ୍ଚଳିକ ପିତ୍ତଳ ପଂଚାୟତ ରେ ବିଶ୍ୱ ସ୍ତନ୍ଯପାନ ସପ୍ତାହ ପାଳନ

ପିତ୍ତଳ ପଂଚାୟତ ରେ ବିଶ୍ୱ ସ୍ତନ୍ଯପାନ ସପ୍ତାହ ପାଳନ

273

ଶେରଗଡ,୫୲୮(ଜିଲ୍ଲା ଖବର ) : ଆଜି ପିତ୍ତଳ ପଂଚାୟତ ରେ ୧୧ଟିଅଂଗନବାଡିକେଂଦ୍ରର ମିଳିତ ଆନୁକୂଲ୍ୟରେ ବିଶ୍ୱମାତୃସ୍ତନ୍ଯପାନ ସପ୍ତାହ ପାଳନ ହୋଇଛି ସନ୍ତୋଷ ପୁର ୨ୟକେଂଦ୍ରରେ।ଏହି ଉପଲକ୍ଷେ ଏକପୃଷ୍ଟିକରଖାଦ୍ଯ ମେଳାଅନୁଷ୍ଠିତହୋଇଥିଲା।ଏହି ମେଳାକୁ ଗଞାମ ଜିଲା ପାଳ ବିଜୟଅମୃତାକୁଲାଗେଂ ଓ ଶେରଗଡ ବିଡିଓ ଶମ୍ଭୁ ନାଥ ନଂଦୀ ପରିଦର୍ଶନ କରି ବିଶେଷ ସନ୍ତୋଷ ପ୍ରକାଶ କରିଥିଲେ ।ଶେରଗଡ ସିଡିପିଓ ଗୀତାରାଣୀରାଉଳ,ପରିଦର୍ଶିକା ସ୍ମିତା ରାଣୀପ୍ରଧାନ,ଏ ବାସନ୍ତୀ ମିନତିଜେନାଏଥିରେ ଯୋଗ ଦେଇ ମାଡୃସ୍ତନ୍ଯପାନର ଉପକାରିତା ସଂପର୍କରେ ବକ୍ତବ୍ଯ ପ୍ରଦାନକରିଥିଲେ।ଏହାକୁ ଆଯୋଜନ କରିଥିଲେ ସର୍ବ ଅଂଗନବାଡିକର୍ମୀ ସଂଧ୍ୟା ରାଣୀ ଦାଶ,ବବିତାପାତ୍ର, ଗୀତାଞଳିନାୟକ, ନମିତାବେହରା,ଏ ସୁଜାତା କାଦମ୍ବରୀନାୟକ, ବାସନ୍ତୁସାହୁ, ପୁଷ୍ପାଜଳିପଣ୍ଡା, ମନିଷା ନାୟକ,ତୃଷ୍ଣାମିଶ୍ର ଓ ରଂଜିତାରଥ ।ଏହି କାର୍ଯ୍ୟକ୍ରମରେ ପିତ୍ତଳ ପଂଚାୟତ ସମସ୍ତ ଏସ ହେଚ ଜି ସଭ୍ଯା,ଗାଁକଲ୍ଯାଣସମିତି ସଭ୍ୟ ସଭ୍ଯା, ଗର୍ଭବତୀ, ପ୍ରସୂତୀମାଁ,କିଶୋରୀ,ସହାୟିକା, ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ସରିତାପଣ୍ଡା କଂମିଳିତସହଯୋଗରେପଂଚାୟତରେ ପଦଯାତ୍ରା କରି,ଡବାକ୍ଷୀରର ଅପକାରିତାଓମାତୃସ୍ତନ୍ଯପାନ ସର୍ବତ୍କୃଷ୍ଟ ନାରାଦେଇପରିକ୍ରମା କରି ଥିଲେ ।ଏହା ସାଧାରଣକୁଂ ବେଶ୍ ପ୍ରଭାବିତ କରିଥିବା ଜଣାପଡିଛି ।

ରିପୋର୍ଟ, ଅଖିଳ କୁମାର ପଟ୍ଟନାୟକ ।