
ଶେରଗଡ,୫୲୮୲୨୧(ଜିଲ୍ଲା ଖବର) : ଶେରଗଡ ବ୍ଲକରେ ୪୫ଲକ୍ଷଟଂକା ବ୍ଯୟରେଊପ୍ରାୟ୨୮ଟିହାଇସ୍କୂଲକୁ ସ୍ୱାର୍ଟ ହାଇସ୍କୁଲ ରେ ପରିଣତ କରାଯାଇଛି ଓ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
। ଆଜିଭୋରରୁ ଗଞାମ ଜିଲା ପାଳବିଢୟଅମୃତକୁଲାଂଗେ ଶେରଗଡ ବ୍ଲକ ଗସ୍ତ ରେ ଆସି ଏହିସବୁ ହାଇସ୍କୁଲ ଗୁଡିକ ପରିଦର୍ଶନକରିବାସହଆସନ୍ତା ୧୦ତାରିଖ ସୁଦ୍ଧା କାର୍ଯ୍ୟ ଶେଷକରିବିଦ୍ଯାଳୟକମିଟିକୁ ହସ୍ତାନ୍ତର କରିବାକୁ କାର୍ଯ୍ୟାଦେଶପାଇଥିବା ବ୍ଯକ୍ତି କୁଂ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ସମ୍ଭବତଃଏହିବିଦ୍ଯାଳୟ ଗୁଡିକ କୁ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଏହିମାସ ତୃତୀୟ ସପ୍ତାହରେ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବେ,ଏଣୁ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ତତ୍ ପରତା ପ୍ରକାଶ ପାଇଛି ।ଜିଲ୍ଲା ପାଳ କଂ ଏହି ଗସ୍ତ ସମୟରେ ଶେରଗଡ ବିଡିଓ ଶମ୍ଭୁ ନାଥ ନଂଦୀ,ବିଇଓଭାସ୍କରଲେଂକା, ଇଂଜିନୟରକେଦାରନାଥପଣ୍ଡା,ମନୋଜ କୁମାର ବେହେରା ଓପବିତ୍ରମୋହନକଂ ସମେତ ବିଜେଡିନେତାମେଘନାଦଦାସ,ସରପଞ୍ଚ କଂପ୍ରତିନିଧିବାଲାଜି ପ୍ରଧାନ ଏବଂ ବିଦ୍ୟାଳୟ ରପ୍ରଧାନଶିକ୍ଷକମାନେ ଉପସ୍ଥିତ ଥିଲେ।
ରିପୋର୍ଟ, ଅଖିଳ କୁମାର ପଟ୍ଟନାୟକ ।






