Saturday, August 8, 2026
Home Uncategorized ବିଷମ କଟକ ବ୍ଲକ ର ବିଜେଡି ଡିଜିଟାଲ ସେକ୍ରେଟାରୀ ହେଲେ ପ୍ରଶାନ୍ତ

ବିଷମ କଟକ ବ୍ଲକ ର ବିଜେଡି ଡିଜିଟାଲ ସେକ୍ରେଟାରୀ ହେଲେ ପ୍ରଶାନ୍ତ

93

ବିଷମ କଟକ,୪/୮(ଜିଲ୍ଲା ଖବର) : (ଜିଲ୍ଲା ଖବର)ରାୟଗଡା ଜିଲ୍ଲାବିଷମ କଟକ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଚାଟିକଣା ପଞ୍ଚାୟତ ର ବାରି ଗୁଡା ଗ୍ରାମର ପ୍ରଶାନ୍ତ ପାତ୍ର ନାମକ ଜଣେ ଯୁବକ ବିଷମକଟକ ବ୍ଲକ ବିଜେଡି ରେ ବିଜୁ ଜନତା ଦଳ ପକ୍ଷରୁ ଏହି ପଦବୀ ଦିଆଯାଇଛି। ଡିଜିଟାଲ ସେକ୍ରେଟାରୀ ଭାବେର ନିଯୁକ୍ତି ଦେଇଛନ୍ତି। ସେ ଚାଟିକଣା ଅଞ୍ଚଳ ର ଏକ ସୁନାମଧନ୍ୟ ଚାଷୀ ଭାବେ ବେଶ ପରିଚିତ ଅଟନ୍ତି। ବ୍ଲକ ର ବିଭିନ୍ନ ପଂଚାୟତ ରେ ଯେଉଁ ସବୁ ସମସ୍ୟା ରହିଛି ସେ ସମସ୍ତ ପ୍ରକାର ଅସୁବିଧା କୁ ଦଳର ଜିଲ୍ଲା ସଭାପତି ଏବଂ ବିଷମ କଟକ ବିଧାୟକ ତଥା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଙ୍କୁ ଦୃଷ୍ଟି ଆକର୍ଷଣ କରି ସମସ୍ୟା କୁଦୂର କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ପ୍ରଶାନ୍ତ।ବ୍ଲକ ର ସମସ୍ତ କର୍ମୀ ଙ୍କ ସାଥୀରେ ରହି ସମ୍ଯସା ଗୁଡିକ ବୁଝି ପ୍ରଶାସନ ଜଣାଇ ସମାଧାନ କରିବା ପାଇଁ ଉଦ୍ୟମ କରିବି ବୋଲି ନିଜ ପ୍ରତିକ୍ରିୟା ରେ କହିଛନ୍ତି।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।