ଭୁବନେଶ୍ୱର,୦୩/୦୮/୨୧ (ଜିଲ୍ଲା ଖବର) : ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୨୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୧ହଜାର ୩ ରହିଥିଲା । ୨୪ ଘଣ୍ଟାରେ ରାଜ୍ୟରେ ୫୯ହଜାର ୩୭୮ କୋଭିଡ୍ ଟେଷ୍ଟ ହୋଇଛି । ଆଜି କ୍ୱାରେଣ୍ଟାଇନ ସେଣ୍ଟରରୁ 657 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 472।