Sunday, November 15, 2026
Home ଆଞ୍ଚଳିକ ଜରାଜୀର୍ଣ୍ଣ ଅବସ୍ଥାରେ ହାଟମୁନିଗୁଡା ପଚାୟତ ପାଚେରୀ

ଜରାଜୀର୍ଣ୍ଣ ଅବସ୍ଥାରେ ହାଟମୁନିଗୁଡା ପଚାୟତ ପାଚେରୀ

33

ବିଷମକଟକ ,୨/୮(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ପଚାୟତର ଅବସ୍ଥା କହିଲେ ନସରେ। ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରତେକ ପଚାୟତ ମାନଙ୍କୁ ପଚାୟତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଆରମ୍ଭ କରି ବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଥିଲେ ମଧ୍ୟ ଏହି ପଚାୟତ ର ଅବସ୍ଥା ଅତି ନୀନ୍ଦନିୟ । ଆଜକୁ ପ୍ରାୟ ଦୁଇ ବର୍ଷ ରୁ ଉର୍ଦ୍ଧ୍ବ ହେଲାଣି ଏହି ପଚାୟତ ପାଚେରୀ ଭାଙ୍ଗି ଯାଇଥିବା ବେଳେ କୈଣସି ସରକାରୀ ବାବୁ ଓ ସରପଞ୍ଚ ଙ୍କ ସେହି ପାଚେରୀ ପ୍ରତି ଦୃଷ୍ଟି ପଡୁନଥିବା ସାଧାରଣ ରେ ଆଲୋଚନା ହେଉଛି। ରାୟଗଡ଼ା ଜିଲ୍ଲା ରେ ଏକ ନମ୍ବର ଥିବା ପଚାୟତ ଏବେ କିପରି ଅବସ୍ଥାରେ ରହିଛି ଏବଂ ଗରିବ ମାନଙ୍କ ପାଇଁ ଏହି ପଚାୟତ ରେ ଲୋକ କିପରି ଉପକୃତ ହେଉଥିବେ ଏଥିରୁ ସୋଷ୍ଟ ଭାବରେ ଜଣାପଡୁଛି। ଏହି ପଚାୟତର ଏହି ପରି ଅବସ୍ଥା ଦେଖି ଜନସାଧାରଣ ଙ୍କ ମନରେ ଦୁଃଖ ପ୍ରକାଶ ପାଇଛି ଏବଂ ପଚାୟତ ପାଚେରୀ ନିର୍ମାଣ କାର୍ଯ୍ୟ ଅତି ଶିଘ୍ର ମରାମତି କରିବା ପାଇଁ ସମାଜ ସେବୀ ସୁକାନ୍ତ ସେଠୀ ମତ ପ୍ରକାଶ କରିଛନ୍ତି।

ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।