
ହିଞ୍ଜିଳିକାଟୁ,୧/୮(ଜିଲ୍ଲା ଖବର ) : ହିଞ୍ଜିଳି ପୋଲିସ ଥାନା ଅଧିକାରୀ ଅଭିମନ୍ୟୁ ଦାସ ଙ୍କ ନିର୍ଦଦେଶ କ୍ରମେ ହିଞ୍ଜିଳି ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମ ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୋଲିସ ଏକ ଟିମ୍ ଚଢ଼ାଉ କରିଛି । ସେମାଙ୍କ ଠାରୁ ନଗତ ୯୭୨୦ ଟଙ୍କା ଜବତ କରିଥିବା ବେଳେ । ହିଞ୍ଜିଳି ଥାନା ରେ କେସ ନଂ ୪୦୦/୨୧ ରେ ମାମଲା ରୁଜୁ କରି ୧୦ଜଣ କୁ ଗିରଫ କରିଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ରିପୋର୍ଟ, ରଜନୀକାନ୍ତ ପାତ୍ର ।




