Sunday, November 15, 2026
Home ଆଞ୍ଚଳିକ ବରିଷ୍ଠ IAS ସ୍ତରରେ ଅଦଳବଦଳ

ବରିଷ୍ଠ IAS ସ୍ତରରେ ଅଦଳବଦଳ

49

ଭୁବନେଶ୍ୱର,୨୯/୦୭/୨୧ (ଜିଲ୍ଲା ଖବର) :  ବରିଷ୍ଠ  IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଅଶୋକ ମୀନା ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ  ।  IAS ବିଶାଲ ଦେବ ହେଲେ ଅର୍ଥ ବିଭାଗର ପ୍ରମୁଖ ସଚିବ । ଡି.କେ. ସିଂହଙ୍କୁ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଦାୟିତ୍ଵ ।

ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଦାୟିତ୍ଵ । ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ । ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଆର୍. ଭୀନିଲକ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ଵ । କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦାୟିତ୍ଵ ନେଲେ ଆର. ଭୀନିଲକ୍ରିଷ୍ଣା ।