Wednesday, October 14, 2026
Home ଆଞ୍ଚଳିକ 127 ସିଆରପିଏଫ ର ସ୍ଥାପନା ଦିବସ ପାଳିତ

127 ସିଆରପିଏଫ ର ସ୍ଥାପନା ଦିବସ ପାଳିତ

17

ବାଲିଗୁଡ଼ା,୨୮/୭{ସୁକାନ୍ତ କୁମାର ତ୍ରିପାଠୀ} : କନ୍ଧମାଳ ଜିଲ୍ଲା ବାଲିଗୁଡା ରେ 127 ସିଆରପିଏଫ ବାଟାଲିୟନ ରେ 83 ତମ ସ୍ଥାପନା ଦିବସ ମଙ୍ଗଳବାର ଦିନ ପାଳିତ ହୋଇଛି |କମାଡେଣ୍ଟ ଆନନ୍ଦ ଝା ସମେତ ଥାନା ଅଧିକାରୀ, ଅନ୍ୟନ୍ୟ ଅଧିକାରୀ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ବାରଖମା କ୍ୟାମ୍ପ ରେ ମଧ୍ୟ ସ୍ଥାପନା ଦିବସ ଅବସରରେ ଆଖ ପାଖରେ ଅଞ୍ଚଳ ରେ ବୃକ୍ଷ ରୋପଣ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ସିଆରପିଏଫ ସମ୍ବଲପୁର ରେଞ୍ଜ ଡିଆଇଜି ବିଜୟ କୁମାର,କମାଣ୍ଡେଣ୍ଟ ଆନନ୍ଦ ଝା,ଅନ୍ୟ ଅଧିକାରୀ ସମେତ ଯବାନ ଉପସ୍ଥିତ ଥିଲେ | ପରେ ଯବାନ ଙ୍କ ମଧ୍ୟରେ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |