Home ଆଞ୍ଚଳିକ ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ

21

୨୮/୦୭/୨୧ (ଜିଲ୍ଲା ଖବର) : ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ମ୍ୟାଚ । ଭାରତୀୟ ଦଳର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ମଙ୍ଗଳବାର ହେବାକୁ ଥିବା ମ୍ୟାଚକୁ ଗୋଟିଏ ଦିନ ଘୁଞ୍ଚା ଯାଇଥିଲା । ତେବେ ତୃତୀୟ ଟି-୨୦ ମ୍ୟାଚ ଗୁରୁବାର ଦିନ ଖେଳାଯିବ । ପ୍ରଥମ ଟି-୨୦ରେ ଭାରତ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଥିଲା । ଆଜିର ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟୀ ହେବ । ତେବେ ଆଜିର ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି ।

କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ପରେ ସ୍ଥଗିତ ରହିଥିବା ଦ୍ୱିତୀୟ ଟି-୨୦ ଆଜି ଖେଳାଯିବ । ତାଙ୍କୁ ୭ ଦିନ ପାଇଁ ଏକାନ୍ତବାସରେ ରଖାଯାଇଛି ।