Wednesday, November 11, 2026
Home ଆଞ୍ଚଳିକ ଅଙ୍ଗନାବାଡି କର୍ମୀ ଓ ଆଶା କର୍ମୀ କୋରୋନା ସଚେତନତା ବାତ୍ତା

ଅଙ୍ଗନାବାଡି କର୍ମୀ ଓ ଆଶା କର୍ମୀ କୋରୋନା ସଚେତନତା ବାତ୍ତା

67

ଚନ୍ଦ୍ରପୁର,୨୮/୭(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗ୍ରାମ ପଚାୟତ ତରଫରୁ ଲୋକଙ୍କୁ ସଚେତନତା କରାଉଛନ୍ତି ।ଦୀର୍ଘ ଏକ ବର୍ଷ ବତି ଗଲେ ମଧ୍ୟ କୋରୋନା ମହାମାରୀ ନେଇ ଆଶା ଓ ଅଙ୍ଗନଔଡି ର୍କମି ମାନେ ଏକ ଟେମ୍ପୁ ରେ ବୁଲି ଲୋକଙ୍କ ସଚେତନତା କରୁଛନ୍ତି। ଚନ୍ଦ୍ରପୁର ପଞ୍ଚାୟତ ର କୁଟମା, ବନ୍ଦିରୀ, ବଣ୍ଡାଗୁଡ଼ି, ଭୋଗଵାଡି, ଗଜରlଜ ସାହି, ଇନ୍ଦିରା ବାସ ସାହି ଓ ଅନ୍ୟାନ୍ୟ ସାହି ରେ ଆଜି ଅଙ୍ଗନାବାଡି ତରଫରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅଙ୍ଗନାବାଡି କର୍ମଚାରୀ ଚନ୍ଦ୍ରପୁର ପୁଷ୍ପ ଲତା ପାତ୍ର, କୁଟାମା ପ୍ରୀତିବାଳା ସାହାନି, ବନ୍ଦ୍ରି ମିକି ଟାଙ୍ଗା ରାଙ୍ଗା, ଗଜରାଜ ସାହି ସଂଯୁକ୍ତା ପାତ୍ର, ଭୋଗଵାଡି ଅନୁପମା ଭାଟ, ବାଣ୍ଡଗୁଡ଼ି ଅର୍ଚନା ଟାଙ୍ଗା ରାଙ୍ଗା ଓ ଆଜିପାଙ୍ଗା ଇପ୍ସିତା ଗଗେରାଙ୍ଗା ଅନ୍ୟ କର୍ମଚାରୀ ସମେତ
ରାସ୍ତାରେ ବୁଲି ବୁଲି ସଚେତନତା କରାଇ ଛନ୍ତି ।କିନ୍ତୁ କୋରୋନା ମହାମାରୀ ସମୟରେ ଲୋକମାନେ ଯେଉଁ ପ୍ରଥମ ଟିକା ନେଉଛନ୍ତି ଦୁତୀୟ ଟିକା ନେବା ପାଇଁ ମନା କରୁଥିବା ବ୍ୟକ୍ତି ମାନଙ୍କୁ ଆଶା କର୍ମୀ ଓ ଅଙ୍ଗନା ବାଡି କର୍ମଚାରୀ ମାନେ ସେମାନଙ୍କୁ ବୁଝାଉ ଛନ୍ତି। ତେଣୁ ସମସ୍ତ ମାଁ ଭଉଣୀ ମାନେ ଖୁସିର ଟିକା ନିଅନ୍ତୁ ଓ ସଚେତନତା ଦୂରତା ରୁହନ୍ତୁ ଓ ସୁରକ୍ଷିତ ହୁଅନ୍ତୁ ମାସ୍କ ପିନ୍ଧନ୍ତୁ ଆଶା ଓ ଅଙ୍ଗନଔଡି କର୍ମଚାରୀ ଆହ୍ବାନ ଦେଇଛନ୍ତି।

ରିପୋର୍ଟ, କୈଳାସ ମାଳବିଶୋୟୀ