
ବାଲିଗୁଡ଼ା,୨୭/୭{ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ଲାବଣ୍ୟନଗର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଗ୍ରାମ ବାସି କହିବା ଅନୁଯାଇ ପ୍ରତେକ ଦିନ ଭଳି କାଲି ମଧ୍ୟ ଗୋଉଡିଆ ଛେଳି ଚରାଇ ଯାଇ ଥିଲା ଓ ଛେଳି ଗୋଠ କୁ ଘରକୁ ଆଣିଥିଲେ କିନ୍ତୁ ସଖାଳ ପାଉ ପାଉ ଦେଖିବାକୁ ମିଳିଥିଲା ତିନି ଚାରିଟି ଛେଳି ର ମୃତ ଶରୀର ସେ ନେଇ ଗ୍ରାମ ବାସି ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ଙ୍କୁ ଜଣେଇଥିଲେ | ତୁମୁଡ଼ିବନ୍ଧ BVO ଗ୍ରାମ କୁ ଯାଇ ଚିକିତ୍ସା ଆରମ୍ଭ କରିଥିଲେ କିନ୍ତୁ ଚିକିତ୍ସା କରିସାରିବା ପରେ ମଧ୍ୟ ଛେଳିଙ୍କ ମୃତ ଘଟିଥିବା ନଜର ରହିଛି ଏହି ବିଷୟରେ BVO ମାନସ କୁମାର ନାୟକ ଙ୍କୁ ପଚାରିବାରୁ ସେ କହିଥିଲେ କୌଣସି ବିଷାକ୍ତ ଖାଦ୍ୟ ଖାଇବା ଦ୍ୱାରା ଏଭଳି ମୃତୁ ଘଟିଥିବା ଜଣା ପଡ଼ିଛି |



