ଆଞ୍ଚଳିକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ୱାସ୍ଥ୍ୟ ଆଜି ରାଜ୍ୟରେ 1637 କରୋନା ଆକ୍ରାନ୍ତ ଚିହ୍ନଟ By Zilla Khabar - July 26, 2021 7 FacebookXPinterestWhatsApp ଭୁବନେଶ୍ୱର,୨୬/୦୭/୨୧ (ଜିଲ୍ଲା ଖବର) : ଆଜି ରାଜ୍ୟରେ 1637 କରୋନା ଆକ୍ରାନ୍ତ ଚିହ୍ନଟ। ସେଥିମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ 949 ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ରହିଛି 688। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣ ମାମଲା 969185ରେ ପହଞ୍ଚିଛି।