
ଭୁବନେଶ୍ଵର,୨୫/୭(ଜିଲ୍ଲା ଖବର) : ଭୁବନେଶ୍ଵର ଉତ୍ତର ଅନ୍ତର୍ଗତ ଢାୱା ସ୍ଥିତ ପ୍ରସିଦ୍ଧ ସୋମନାଥଙ୍କ ପୀଠରେ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ସହାୟତାରେ ଦୁଇ ଅଣଜାତି ଭିତ୍ତିକ ପ୍ରେମୀଯୁଗଳଙ୍କର ବିବାହ କାର୍ଯ୍ୟ କରାଯାଇଛି। ପବ୍ଲିକ୍ ରାଇଟର ରାଜ୍ୟ ତଥା ଆଞ୍ଚଳିକ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ କୋଭିଡ୍ ନିୟମକୁ ଦୃଷ୍ଟିରେ ରଖ୍ ଏହି ବିବାହ କାର୍ଯ୍ୟ ସମ୍ପାଦିତ ହେଇଥିଲା ବୋଲି ଆସୋସିଏସନ୍ ରାଜ୍ୟ ଉପସଭାନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡା କହିଛନ୍ତି।
ରୀପୋର୍ଟ ,ସଞ୍ଜୀବ କୁମାର ।


