୨୫/୦୭/୨୧ (ଜିଲ୍ଲା ଖବର) : ସୀମାରେ ଥମୁନି ହିଂସା । ଜମ୍ମୁ-କାଶ୍ମୀର କୁଲଗାମ୍ ର ମୁନନ୍ଦ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ । ଜଣେ ଆତଙ୍କବାଦୀ ନିପାତ । ଆତଙ୍କବାଦୀର ପରିଚୟ ମିଳିପାରିନଥିବା ବେଳେ ଗୁଳିବିନିମୟ ଜାରି ରହିଥିବା ସୂଚନା ।