
ସାନଖେମୁଣ୍ଡି (ଜିଲ୍ଲା ଖବର ) : ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକ ବରିଷ୍ଠ ବିଜେପି ନେତା ଶ୍ରୀ ବିଜୟ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଦସ୍ୟତା ଓ ସକ୍ରିୟ ସଦସ୍ୟତା ଅଭିଯାନ ର ସମୀକ୍ଷା କରାଯାଇଥିଲା । ଏଥିରେ ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ ସାବତ, ବରିଷ୍ଠ ନେତା ମଧୁସୂଦନ ସାହୁ,ମଣ୍ଡଳ ସଭାପତି, ଗୌତମ ରାଣା, ଅଶୋକ ନାୟକ, ପିତାମ୍ବର ଗୌଡ,M.ଚିନ୍ମୟ ରେଡ୍ଡୀ,ରବି ସ୍ୱାଇଁ, ମିଥୁନ ପ୍ରଧାନ, ଜିତେନ୍ଦ୍ର ବିଷୋୟୀ, ସନ୍ତୋଷ, ସୁନିଲ ପ୍ରଧାନ,M.ମୁକେଶ ଦୋରା,ଚିକୁନ ବିଷୋୟୀ,ମାନସ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।



