
ଖୋର୍ଦ୍ଧା,୨୪/୭(ଜିଲ୍ଲା ଖବର) : ଅମୁଲ୍ୟକୁମାର ସାହୁଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶୀନ ଜୀବନ ସହ ସଂଗ୍ରାମ କରି ବନ୍ଧୁଛନ୍ତି । ଡାକ୍ତରୀ ରିପୋର୍ଟ ଅନୁଯାୟୀ ତା’ ଦେହରେ ରକ୍ତ ତିଆରି କିମ୍ବା ସଞ୍ଚାଳନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଛି । ଚିନ୍ତାର ବିଷୟ ରକ୍ତ ଦିଆଗଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନି । ଏକ ପାର୍ଶ୍ଵରେ ଅମୂଲ୍ୟ କୁମାର ପ୍ରତିପୋଷଣ ପାଇଁ ଅର୍ଥ ବାଧକ ସାଜିଥିବାବେଳେ ଝିଅ ଅଙ୍କିତାର ଶରୀର ଆରୋଗ୍ୟ ହେବା ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଜଣାପଡ଼ିଛି । ଅମୂଲ୍ୟ ରେଳ ଷ୍ଟେସନ୍ରେ ପାଣି ବିକ୍ରେତା ସ୍ଵଳ୍ପ ରୋଜଗାରରେ ଚାରି ଜଣଙ୍କ ମୁହଁରେ ଆହାର ଦେବା କଷ୍ଟ କର
ହୋଇପଡୁଛି ଝିଅର ଜୀବନ ବଞ୍ଚାଇବାକୁ ଅସମଥ୍ହୋ ଇପଡୁଥିବା ମା’ ପ୍ରିୟା ସାହୁ ଓ ବାପା ଅମୂଲ୍ୟ କୁମାର ସାହୁ ସରକାର ପ୍ରଶାସନ ସ୍ବେଚ୍ଛାସେବୀ ସଂଗଠନ ପାଖରେ ଅଙ୍କିତାର ଜୀବନ ବଞ୍ଚାଇବାକୁ ନିବେଦନ କରିଛନ୍ତି ।
ରୀପୋର୍ଟ,ସଞ୍ଜୀବ କୁମାର।


